୧୩୪ କୋଟିରେ ବିକ୍ରିହେଲା ଶକ୍ତି ସୁଗାର୍ସ କାରଖାନା
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବ ବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ଶେଷରେ ବିକ୍ରି ହୋଇଯାଇଛି ।ଶକ୍ତି ସୁଗାର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଥିବା ବେଳେ ରାଜିନାମା ସ୍ୱାକ୍ଷର ଅନୁସାରେ ଜୁଲାଇ ୧ ତାରିଖରୁ ନୂତନ!-->!-->!-->…