ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ
ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା!-->…