କର୍ମଚାରୀ ଙ୍କ ଅବହେଳା ରୁ ଚାଲିଗଲା ଯୁବତୀଙ୍କ ଜୀବନ !
ଚିକିତ୍ସା ଅବହେଳାରୁ ଚାଲିଗଲା ଯୁବତୀ ଙ୍କ ଜୀବନ।ଏହିଭଳି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରୁ । ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।ମୃତକ ଯୁବତୀ ମଠକରଗୋଳା ର ରୋଜି ବେହେରା ବୋଲି ଜଣାପଡିଛି।
ସୂଚନା ଅନୁସାରେ ମଠକରଗୋଲା ଗ୍ରାମର!-->!-->!-->…