News
lipub
samparksetu

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ କୁନୁଆଁ ପଞ୍ଚାୟତ କୁନୁଆଁ ଗ୍ରାମର ଜନୈକା ବିଧବା ମହିଳାଙ୍କ ଉପରେ ପରିବାରର ୪ ଜଣଙ୍କ ବୋଝ । ଗରିବ ମହିଳାଙ୍କୁ ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ଏବଂଭତ୍ତା ମିଳୁଥିବା ବେଳେ ଘର ଖଣ୍ଡିଏ ନଥବାରୁ ୨ଶିଶୁ ଏବଂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ନେଇ ଭଙ୍ଗା

ବାଇକ ସହ ବୋଲେରୋ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର

କାମାକ୍ଷାନଗର ଥାନା ବାଇସିଙ୍ଗା ଛକ ନିକଟରେ ବୋଲେରୋ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ହୋଇଛନ୍ତି l ଗୁରୁତର ଜଣକ ହେଲେ ଖଙ୍କିରା ଗ୍ରାମ ର ବୁଦ୍ଧିଆ ସାମତ (୨୪)l ସୂଚନା ଅନୁସାରେ ଖଙ୍କିରା ଗ୍ରାମ ର ବୁଦ୍ଧିଆ ଏକ ମୋଟର ସାଇକେଲ ଯୋଗେ କାମାକ୍ଷାନଗର ରୁ ନିଜ ଗ୍ରାମ କୁ

ପୋଖରୀରୁ ନିଖୋଜ ବାଳକର ମୃତ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ଥାନା ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗାଁ ପୋଖରୀରୁ ନିଖୋଜ ୧୨ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ଜଣଙ୍କ ଗାଁର ରବି ନାରାୟଣ ଗୁଇଆଙ୍କ ପୁଅ ଜିତେନ୍ ଗୁଇଆ । ଜିତେନ୍ ଗତ ୨୨ ତାରିଖ ଦିନ ଠାରୁ ନିଖୋଜ ଥିଲେ । ଆଜି ତାଙ୍କ

କର୍ମଚାରୀ ଙ୍କ ଅବହେଳା ରୁ ଚାଲିଗଲା ଯୁବତୀଙ୍କ ଜୀବନ !

ଚିକିତ୍ସା ଅବହେଳାରୁ ଚାଲିଗଲା ଯୁବତୀ ଙ୍କ ଜୀବନ।ଏହିଭଳି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରୁ । ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।ମୃତକ ଯୁବତୀ ମଠକରଗୋଳା ର ରୋଜି ବେହେରା ବୋଲି ଜଣାପଡିଛି। ସୂଚନା ଅନୁସାରେ ମଠକରଗୋଲା ଗ୍ରାମର

କଳା ଧଳା

ଇନ୍ଦ୍ରଧନୁର ସପ୍ତ ରଙ୍ଗରେକଳା ଧଳା ଦୁହେଁ ସୁପ୍ତ ,ଷଠୀ ରୁ ଆରଂଭମଶାଣୀ ରେ ଶେଷଜୀବନ ର ଚିର ସତ୍ୟ । ରଙ୍ଗିନ ଯୌବନସଂଗିନୀ ଯାପନବୟସ ର ଛାଇ ଚିତ୍ର ,ଦେହ ଉପ ପାଦ୍ୟବିଦେହ ପ୍ରଭେଦବିଭୂ ପ୍ରେମ ପ୍ରତିହତ । ରଙ୍ଗ ମତୁଆଲାଢଂଗ ପ୍ରୀତି ପାଲାକ୍ରମେ କ୍ରମେ ହୁଏ ଅନ୍ତ,କାନ୍ଦୁରା

ଯୁବକ ନିଖୋଜ ,ଥାନାରେ ମାମଲା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନୂଆବଗ ପଞ୍ଚାୟତର ସରାସିଂ ଗ୍ରାମର ଜଣେ ଯୁବକ ଆଜକୁ ୧୧ଦିନ ଧରି ନିଖୋଜ ଅଛନ୍ତି।ସୂଚନା ଅନୁଯାୟୀ , ନୂଆବଗ ପଂଚାୟତର ଅନ୍ତର୍ଯ୍ୟାମୀ ସାହୁଙ୍କର ୨୩ବର୍ଷୀୟ ପୁଅ ଗଣେଶ୍ୱର ସାହୁ ଅନଗୁଳ ଜିଲ୍ଲାର ବଂରପାଳ ବୁଢ଼ାପଙ୍ଗ ଠାରେ ଏକ ମେସ ରେ ରୋଷେୟା କାର୍ଯ୍ୟ

ଫେରିଲାନି ବର୍ଷା

ଶିକ୍ଷିତ ଅଭିଆଡି ପିଲାଟି ରେନି ରାଇମ୍ ଗାଉ ଗାଉଓଦା ସରସର ହୁଏ ବାଲକୋନିର କାଚଇଂରାଜୀ ବହି ମଲାଟ ଦେହରେ ତିଆରେ ଡଙ୍ଗା,ନେଡି ଉଠା ନାବିକଟେ ପରି ପାଚେରୀକଟାନାଳରେ ଜାହାଜକୁ ଦିଏ ଆଲବିଦାଗଳି ଶେଷ ବଙ୍ଗଳାରୁ ଗାଳି ଖାଇଫେରୁଥାଏ ସହରର ଉଦାସ ବର୍ଷାଷ୍ଟ୍ରିଟଲାଇଟ୍ ତଳେ ଆତ୍ମାହୁତି ଦିଏ

ମୋ ଗାଁ

"ଦିବ୍ଯ ମନୋହର ଶୀତଳର ଧାରା କୁଳୁକୁଳୁ ନାଦ ଦେଇ,ଅବାଞ୍ଛିତ ଆଶା କିରଣକୁ ନେଇ ବହିଯାଏ ମୋ ଗାଁ ଦେଇ ।" "ଦେଇ ଉପଦେଶ ମାନବ ଜାତିକୁ ନ ହୋଇ ସ୍ୱାର୍ଥପର,କରି ଯାଅ ଘର ଅନ୍ୟର ପରାଣେ ବହିଯାଏ ଏହା କହି ।" "ଅବୋଲକରା ଏ ସତେଜ ପବନ ମୋ ଗାଁ ର ଦେହ ଛୁଇଁ,ଶିଖେଇ ଯାଏ ସେ ଅଲିଭା ସ୍ପର୍ଶକୁ ,

କାର ବାଇକ ମୁହାଁମୁହିଁ ଧକ୍କା ; ଜଳିଗଲା ବାଇକ,୨ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷୋରିସିଆପଦା ଗ୍ରାମ ପଞ୍ଚାୟତ ଅଧୀନ ଢୋଲ ପଥର ସନ୍ନିକଟ ରାସ୍ତାରେ ଆଜି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ,ଏଥିରେ୨ଜଣ ଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ

ଯୋରନ୍ଦା ଶିଶୁବିଦ୍ୟା ମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ଯୋରନ୍ଦା ଶିଶୁବିଦ୍ୟା ମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଶିଶୁ ଵିଦ୍ୟାମନ୍ଦିର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତ ଯୋଗଦେଇ ବିଦ୍ୟା ଦାୟିନୀ ମା ସାରଦା ଙ୍କ ନିକଟରେ ଦ୍ୱିପ
error: Content is protected !!