ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ଛକ ରେ ବାଇକ ଦୁର୍ଘଟଣା l ସୂଚନା ଅନୁସାରେ ବାଘୁଆ ଗ୍ରାମର ଦୁଇ ଜଣ ଶ୍ରମିକ ସୁଶାନ୍ତ ପ୍ରଧାନ (୨୭) ତୁଷାର ପ୍ରଧାନ (୨୧) କାମକରିବା ପାଇଁ ବାଲିକୁମା ଯାଉଥିବାବେଳେ ବେଲବଣିଆ ଛକ ରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଗୋଟିଏ ଗାଈ ସହିତ!-->…