Author
Dhenkanal Update 4393 posts 0 comments
ପାଣି ପାଇଁ ରାସ୍ତା ରୋକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରେ ଧାରଣା ରେ ବସିଲେ ଗ୍ରାମବାସୀ l ସୂଚନା ଅନୁସାରେ ବାଉଁଶପାଳ ଗ୍ରାମ ପଂଚାୟତ ର ଦେହୁରୀ ସାହି ର ଲୋକ ମାନେ ବାଉଁଶ ପାଳ ଛକ ରେ ପାଣି ପାଇଁ ଜାତୀୟ ରାଜପଥ ୫୩ କୁ ଅବରୋଧ କରିଛନ୍ତି l
ସେମାନଙ୍କ କହିବା!-->!-->!-->…
ସ୍ପନ୍ଦନରେ ”ମୋ ଜଗନ୍ନାଥ”
ହେ "ଜଗନ୍ନାଥ" ହେ ଜଗନ୍ନାଥ------(୩) ଥର ତୋର ନାମ ଧରି ହେଲିଣି ଭିକାରୀ ନେଇଯାଅ ପ୍ରଭୁ ମୋତେ ଦରିଆ ସେପାରି । କରିଥିଲି ଜୀବନରେ କେଉଁ!-->…
କିଡନୀ ରୋଗରେ ୫ମୃତ , ୨ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ବାଲି ସାହିରେ କିଡନୀ ରୋଗରେ ଗୋଟିଏ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି । ଗ୍ରାମ ର ରମେଶ ମହାନ୍ତ (୪୫)ଭୀଷ୍ମ ମହାନ୍ତ (୪୭) ପାର୍ବତୀ ମହାନ୍ତ (୫୦)ଶୁକଦେବ ବେହେରା!-->…
ଆମ୍ବ ଗଛରୁ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୫୩ କଡ ଆମ୍ବଗଛରେ ଜଣେ ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।
ଯୁବକ ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆଜି ସକାଳୁ ଆମ୍ବ ଗଛରେ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଲୋକେ!-->!-->!-->…
ତରଭା ସମବାୟ ସମିତି ନିର୍ବାଚନ ରଦ୍ଦ ପାଇଁ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତରଭା ସମବାୟ ସମିତି ନିର୍ବାଚନକୁ ରଦ୍ଧ କରିବା ସହିତ ପ୍ରକୃତ ଚାଷୀକୁ ଚିହ୍ନଟ କରି ଭୋଟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ତରଭା ଏବଂ ନୂଆଗାଁ ପଞ୍ଚାୟତର ଚାଷୀମାନେ ଏକତ୍ରୀତ ହୋଇ ତରଭା ସମବାୟ ନିର୍ବାଚନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।
ଏ!-->!-->!-->…
ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ବୈଠକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ସଙ୍ଘର ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ପଞ୍ଚାୟତ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ଶରତ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ!-->!-->!-->…
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ
ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ!-->…
ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହତି ସୁନା ଗହଣା ଚୋରି
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଜାମୁସରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି ।
ଜାମୁସରା ଗ୍ରାମର ଉପେନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ!-->!-->!-->…
ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଲାପଟପ ପ୍ରଦାନ
ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଦ୍ୱାରା ମହାବିଦ୍ୟାଳୟ ସ୍ତରରେ ଅଧୟନ କରୁଥିବା ୩ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଯଥା -ଇନ୍ଦିରା ଗାନ୍ଧୀ ନେସନାଲ ଓପେନ ୟୁନିଭେର୍ସିଟି ର ଛାତ୍ର ଶୁଭେନ୍ଦୁ ଜେନା ,ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ!-->…