ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ଆମ୍ବୁଲାନ୍ସ ସେବା ପାଇଁ ସାମ୍ବାଦିକ ସଙ୍ଘର ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ସମାଧାନ ପାଇଁ ଆଗେଇ ଆସିଛନ୍ତି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଙ୍ଘ l ଏହି ପରିପ୍ରେକ୍ଷୀରେ ସଙ୍ଘ ସଭାପତି ଇ ରାଜେଶ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସମ୍ପାଦକ ଟୁକୁନୁ ବିଶ୍ୱାଳ,!-->…