କିଡନୀ ରୋଗରେ ୫ମୃତ , ୨ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ବାଲି ସାହିରେ କିଡନୀ ରୋଗରେ ଗୋଟିଏ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣା ପଡ଼ିଛି । ଗ୍ରାମ ର ରମେଶ ମହାନ୍ତ (୪୫)ଭୀଷ୍ମ ମହାନ୍ତ (୪୭) ପାର୍ବତୀ ମହାନ୍ତ (୫୦)ଶୁକଦେବ ବେହେରା!-->…