ଶହେ ଫୁଟ ଉପରୁ ପଡି ଶ୍ରମିକ ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତର ୧୪୯! ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୂଲେଇ ଗ୍ରାମରେ ଗଢି ଉଠିଛି ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ। ଦୈନନ୍ଦିନ ଏଠାରେ ୫୦୦ ରୁ ୬୦୦ ପ୍ରତ୍ୟେକ ବିଭାଗରେ କାମ କରନ୍ତି। ଏଠାରେ ସୁରକ୍ଷାର ସେଭଳି କିଛି ପଦକ୍ଷେପ ନିଆ ଯାଇ!-->…