ତୁମେ ଗଲା ପରେ
ତମାମ ଆକର୍ଷଣରେ ବିରାମ ଲଗେଇ ଦେଇ,ତୁମେ ଗଲା ପରେ,କେବଳ ମୁଁ ଆଉ ମୁଁ ଅଛି,ତୁମେ କ'ଣ ଭାବିଥିଲ !?ମୁଁ ବି କ'ଣ ମୋଠାରେ ବିରାମ ଲଗେଇ ଥା'ନ୍ତି??
କେମିତି ଲଗେଇ ଥା'ନ୍ତି !!ଏ ମୋ ପଣରେ ଏବେ ବି ପା' ତୁମେ ଅଛ,ଦୂରତା ଲମ୍ବି ଗଲେ କ'ଣ ହେଲା,ଏବେ ବି ମୁଁ ପା' ତୁମପାଖେ ଝୁଣ୍ଟୁଛି,ସେ ନଥିବା!-->!-->!-->…