ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ
ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟ ସୂଚୀ!-->…