ମଢି ମହିମା ଆଶ୍ରମ
ମହିମା ଗୋସେଇଁ ହେଉଛନ୍ତି ଏ ଧର୍ମର ଆଦି ପ୍ରବର୍ତ୍ତକ । ମହିମାଧର୍ମ ର ଇତିହାସ ଅନୁଯାୟୀ, ମହିମା ଗୋସେଇଁ ନିଜ ୬୪ ଜଣ ଅନୁଗାମୀ ସିଦ୍ଧ ସନ୍ନ୍ୟାସୀଙ୍କୁ ବକ୍କଳ ଭେକ ପ୍ରଦାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଜ୍ୟାରେ ଧର୍ମ ପ୍ରଚାର ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ!-->…