ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପରିସରରେ ସତ୍ୟ ଅଲେଖ ମହିମା ଧର୍ମ କୌପୁନି ଧାରୀ ମହିମା ସମାଜ ତରଫରୁ ରଘୁନାଥ ବାବା ଙ୍କ ସଭାପତିତ୍ୱରେ ମହିମାଧର୍ମ ସାହିତ୍ୟର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ରେ ଅଲେଖ ଡାକ!-->…