News
lipub
samparksetu

ରାଜ୍ୟ ବାହାରେ ଥାଇ ଗାଁରେ ମନରେଗାର ଶ୍ରମିକ ,ସନ୍ଦେହରେ ଜିଆରଏସ ଭୂମିକା

ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ରେ ମନରେଗା ଯୋଜନାର ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ଗୋମର ପେଡି ଖୁଲୁଛି ।ଗୁରୁଜାଙ୍ଗୁଲି ଗ୍ରାମ ସାନ ବଂଧ (କୋଡ଼ ନମ୍ବର-୨୪୦୭୦୦୫୦୦୭/WH/୧୦୩୮୬୧୨୮) ପୁନଃ ଉଦ୍ଧାର ପାଇଁ ଆର୍ଥିକ ବର୍ଷ ୨୦୨୧-୨୦୨୨ ରେ ୫ ଲକ୍ଷ ଟଙ୍କା…

ଜହ୍ନ ଆଲୁଅର ଛାଇ

ନିରାଳା ରାତି ର ନିରଳା ଭାବନାହଜେଉଛି ଦୁଇ ମନ,ଦୁଇ ହାତ ସହ ନିବିଡ଼ ବନ୍ଧନମିଶୁଛି ଦୁଇ ନୟନ । ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଚାଲେଲୁଚି ପାରୁନି ଏ ପ୍ରେମ,ଜହ୍ନ ଆଲୁଅ ର ଛାଇ ଆସି ପାଖେସଜାଏ ନୂଆ ସପନ । ପ୍ରେମୀ ଯୁଗଳ କୁ ଦେଖି ମୁରୁକି ହସୁଛିଯୋଛନ୍ନା ରାତି ର ଜହ୍ନ,ଶୀତଳ ପବନ ଛୁଁଉଛି…

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ ଭୁବନ ପଟୁ ଦ୍ରୁତଗତିରେ ଆସୁଥିବା ବେଳେ ଆଜି ଦିନ ୧ ଘଟିକା ସମୟରେ ଏକ ବାଇକ ମାଡ କରିଥିଲା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ଜଣେ ମୃତ୍ୟୁ ବରଣ…

ମାଛ ଧରିବାକୁ ଯାଇ ବୁଡ଼ିଗଲେ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରୁ ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ଧୀବରଙ୍କର ମୃତ୍ୟୁ ହୋଇଛି । ମୃତ ଧୀବର ଜଣଙ୍କ ପରଜଙ୍ଗ ଥାନା ଡମୋଳ ଗାଁର ନେଉଳ ଓରଫ ସଞ୍ଜୟ ସାମଲ । ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ମାଛ ଧରୁଥିବା ବେଳେ ଗଭୀର…

ଜିଏମ ଆଇରନ ଏବଂ ଷ୍ଟିଲ କାରଖାନାକୁ ଏନ୍ ଜିଟି ର ଝଟକା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ଲାଣ୍ଟ ବିରୋଧରେ ଜାତୀୟ ସବୁଜ ପ୍ରାଧିକରଣ ( ଏନଜିଟି ) ନିକଟରେ ତା-୨୯-୦୩-୨୦୨୨ରିଖରେ ଦ୍ବାରସ୍ଥ ହୋଇଥିଲେ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚସୀମାନ୍ତ ଜେନା ଓ ସାମାଜିକ କର୍ମୀ ଶାନ୍ତନୁ କୁମାର…

ନିଯୁକ୍ତି ଦେବାକୁ କହି ପ୍ରତାରଣା କଲା କମ୍ପାନୀ !

କାମାକ୍ଷାନଗର ବ୍ଲକ କାଦୁଆ ରାଜସ୍ବ ସର୍କଲ ଅଧିନ ସମାଟାଙ୍ଗୀ ମୌଜାର ଭଣ୍ଡାରିଆ ତୈଳା, ନୂଆ ତୈଳା, ଦିନା ତୈଳା, ଫୁଲସର ଓ ବେହେରା ତୈଳାରୁ ୨୦୦ ଏକରରୁ ଉର୍ଦ୍ଧ୍ବ ଜମି ଆର ଆଣ୍ଡ ବି ମେଟାଲ ଟେକ ପ୍ରାଇଭେଟ୍ ଲିମିଟେଡ ଓ ଆଇ.ଏ.ଏଲ. ଟେକନଲୋଜି ଅଧିଗ୍ରହଣ କରିଥିଲେ। ଜମି ଅଧିଗ୍ରହଣ ସମୟରେ…

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଦାଶିଳା ବ୍ରାହ୍ମଣିଆପାଳ ରାସ୍ତାର ଗଞ୍ଜରା ଆମ୍ବ ବଗିଚା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରଜନାଥପୁର ଗ୍ରାମର ଦୀପକ ଧଳ ଏବଂ ବ୍ରାହ୍ମଣିଆପାଳ…

ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ,ଜଣେ ଗୁରୁତର

ବୋଲେରୋ ଧକ୍କାରେ ପାନୀୟ ଜଳ ଯୋଗାଣ ବିଭାଗ ମିସ୍ତ୍ରୀ ଗୁରୁତର।ଗୁରୁତର ଜଣଙ୍କ ହେଲେ କନ୍ତୋର ଗ୍ରାମର ବାଦଲ ନାଏକ।ସୂଚନା ଅନୁଯାୟୀ ପରଜଙ୍ଗ ଥାନା କନ୍ତୋର ଗ୍ରାମର ବାଦଲ ନାଏକ ଓ ପ୍ରସନ୍ନ କୁମାର ସାହୁ ଉଭୟେ ପରଜଙ୍ଗ ପାନୀୟ ଜଳ ଯୋଗାଣ ବିଭାଗର ପମ୍ପ ଓ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ…

ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ

କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳୁତୁମା ଗ୍ରାମ ରେ ପାଞ୍ଚଶହ ବର୍ଷ ପୂର୍ବର ଦଧିବାମନ ଜୀଉ ଙ୍କ ନୂତନ ମନ୍ଦିର ନିମନ୍ତେ ଶିଳାନ୍ୟାସ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପୁରୀ ରୁ ବେଦଜ୍ଞ ବ୍ରାହ୍ମଣ ମାନେ ମହାପ୍ରଭୁ ଙ୍କ ଆଜ୍ଞାମାଳ ଧରି ପହଞ୍ଚି ହୋମ, ପୂଜା, ଓ ଶିଳାନ୍ୟାସ…

୨ ବର୍ଷ ହେବ ୪୩ଜଣ ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ଖାଇଗଲେ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ମାଣିକମରା ପଞ୍ଚାୟତରେ ଦୁର୍ନିତୀକୁ ନେଇ ଜନଅଭିଯୋଗ ଶୁଣାଣୀ ଶିବିରରେ ଜନପ୍ରତିନିଧିଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଏହି ପଞ୍ଚାୟତରେ ମୋ ସରକାର ବାବାଦରେ ଗତ ୬ ତାରିଖ ଦିନ ନିର୍ବାଚିତ ସରପଞ୍ଚ ,ୱାର୍ଡ ମେମ୍ବର ଏବଂ…
error: Content is protected !!