News
lipub
samparksetu

କେନ୍ଦୁପତ୍ର ତୋଳାଳୀ ଙ୍କ ଅଂଶୁଘାତ ରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ମହାବୀର ରୋଡରେ ଶ୍ରମିକ ଦିବସ ରେ ପନ୍ଦାରୀ ସାହୁ ମହାବୀର ରୋଡ କେନ୍ଦୁପତ୍ର ଫାଡ଼ି ଙ୍କୁ ପତ୍ର ଦେବା ଅବସ୍ଥାରେ ଘଟଣା ଚେତା ଶୂନ୍ୟ ହୋଇପଡ଼ିଥିଲେ । ସେହିଠାରୁ କେନ୍ଦୁପତ୍ର ତୋଳାଳୀ ଆଉ ପରିବାର ଙ୍କ ସହଯୋଗ ରେ ମହାବୀର ରୋଡ ଡାକ୍ତରଖାନା , ପରେ ମଣ୍ଡ।ପାଳ…

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !

କାମାକ୍ଷାନଗର ବ୍ଲକ ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଶ୍ରୀମୂଳା ରଗୁଡିତଳ ଠାରେ ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ଏହି ଗ୍ରାମର କୁଶେଇ ପରିଡ଼ା(୭୨) ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ସୂଚନା ଅନୁଯାୟୀ ,ସେ ଶୌଚ ହେଇ ଫେରିବା ସମୟରେ ଅଘଟଣ ଘଟିଥିବା…

ଅବୁଝା ପ୍ରିୟା

ସହିବା ଶକତି ନାହିଁ ଆଉ ମୋର ଜେବେଠୁ ଯାଇଛି ହାରିପାଶାପାଲି ପରି ହରେଇ ଚାଲିଲୁ ପ୍ରତି କ୍ଷଣେ ଦେଲୁ ମାରି।। ତୁମେ ଚାଲିଗଲ କାହିଁ କେତେ ଦୂର ଠିକଣା ହଜେଇ ଦେଇପାନ୍ଥଶାଳା ହୋଇ ଅପେକ୍ଷା କରିଛିତୋ ବାଟକୁ ଆଜ ମୁହିଁ ।। …

ସ୍ଵର୍ଣ୍ଣ ପଦକ ହାସଲ କଲେ ପରଜଙ୍ଗ କଲେଜ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ସାହୁ ଓଡ଼ିଆ ବିଭାଗ ( ସମ୍ମାନ )ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରି ଅଞ୍ଚଳ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି ।୨୦୨୨ ରେ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବରେ ପ୍ରଥମ ଦଶ…

ସାପ କାମୁଡ଼ାରେ ଚାଷୀ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି କନ୍ତୋର ଗାଁର ରୋହିତ କୁମାର ସାହୁ । ରୋହିତ ଗାଁ ପାଖ ଭଗିପଶି ନିକଟରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ସାପ କାମୁଡ଼ାରେ ଶିକାର ହୋଇଥିଲେ । ଗୁରୁତର…

ବିଦ୍ୟାଳୟ ମିଶ୍ରଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ମୁଗୁପାଟଣା ବିଦ୍ୟାଳୟକୁ କଦଳୀପାଳ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କୁ ନେଇ ତିବ୍ର ଅସନ୍ତୋଷ ଦେଖା ଦେଇଛି । ହରିଜନ ବସ୍ତିରେ ଥିବା ଏହି ବିଦ୍ୟାଳୟକୁ ମିଶ୍ରଣ ପରେ ହରିଜନ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଦରକାର ପଡିଲେ…

ପ୍ରଥମ ଛେଦ

ଏମିତିକା ଦିନ ଘାଣ୍ଟେ ଏ ଜୀବନପୂର୍ଣ୍ଣଛେଦ ଟିଏ ପାଇଁରାହା ଟିଏ ଖୋଜେ ଥମିଯିବାକୁ ଯେଦ୍ଵିତୀୟଚ୍ଛେଦ ବି ନାହିଁ । ଜୀବନ ଘଣ୍ଟା ରେ ସମୟ ଗଡ଼େନିଘଣ୍ଟା କଣ୍ଟା ବାନ୍ଧି ରଖେମିନିଟ୍ କଣ୍ଟାକୁ ଠେଲି ଗଲାବେଳେସେକେଣ୍ଡ କଣ୍ଟା ରେ ଲାଖେ । ପାଣିର ସୁଅରେ ଭାସି ଆସିଗଲଦୂର୍ମଦ ସ୍ରୋତ ଟେ…

ଅଂଶୁଘାତରେ ଛାତ୍ରୀ ଅସୁସ୍ଥ ,ଶ୍ରୀମୂଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା

ଢେଙ୍କାନାଳ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପାରଦ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବିଭିନ୍ନଗୋଷ୍ଠୀ ଓ ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ । ଶନିବାର ଦନି ଜଣେ ଛାତ୍ରୀ ନବୋଦୟ ପ୍ରବେଶିକ। ପରୀକ୍ଷା ଦେଇ ଫେରୁଥିବା ବେଳେ…

ନବୋଦୟ ପରୀକ୍ଷା ଦେବା ସମୟ ରେ ଛାତ୍ରୀ ଅଂଶୁଘାତ ର ଶିକାର

କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମ ର ଦୀପ୍ତିମୟୀ ବେହେରା ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ୍ ଦେବା ନିମନ୍ତେ କଣ୍ଟାପାଳ ଗାଁ ରୁ ଆଜି କାମାକ୍ଷାନଗର ଯାଇଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲା। ସୂଚନା ଅନୁସାରେ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନବୋଦୟ ପରୀକ୍ଷା କରାଯାଇଥିଲା l ତାଙ୍କ ବାପା…

ଜୀବନ ଜୀବିକାକୁ ନେଇ ଦୋଛକିରେ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ; କେନ୍ଦୁପତ୍ର ଚାଲାଣ କରି ବିଭାଗ ମାଲେମାଲ

ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ କେନ୍ଦୁପତ୍ର ତାଳାଳୀ ଶୋଷଣର ଶିକାର ହେଉଥିବାର ଜଣାପଡିଛି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଛତା,ଜୋତା,ପାଣିବୋତଲ ପ୍ରଦାନ କରାଯାଉଥିବା ବେଳେ ଦିନକୁ ୧୨ଘଂଟା ପରିଶ୍ରମ କରିଲେ ବି ମଜୁରୀ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାର ଜଣାପଡିଛି । ଜିଲ୍ଲାରେ…
error: Content is protected !!