ଫୁରସତ କନ୍ୟାର ଅଭିଳାଷ Dhenkanal Update Apr 30, 2022 0 ମାତୃଗର୍ଭେ ସଂଚାରଠାରୁଆରମ୍ଭି ଜୁଇ ନିଆଁ ପଯ୍ୟନ୍ତ ;ସବୁଠି ମୁଁ ଅବହେଳିତ, ଶୋଷିତଏଥିରେ ମୋର କିବା ଦୋଷ ?ମାରନାହିଁ ମାରନାହିଁ ମୋତେଶୁଭେ ଆକୁଳ ଆର୍ତ୍ତଚିତ୍କାର,ଜନ୍ମଦାତା, ଜନ୍ମିଦାତ୍ରୀ, ଯେବେହୁଅନ୍ତି ବଇରୀ;ନିରୀହ ନିଷ୍ପାପ!-->…
ଢେଙ୍କାନାଳ ଖବର ବିଟ୍ କଲେଜ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କୁ ଦହି ସର୍ବତ ବଣ୍ଟନ Dhenkanal Update Apr 30, 2022 0 +୨ ପରୀକ୍ଷାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ଉତ୍କଳ ମଣୀ ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଆବାସିକ ଶିକ୍ଷା ଅନୁଷ୍ଠାନ ବାଜି ରାଉତ ଡିଗ୍ରୀ କଲେଜ ( BIET ) ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଛି । ପରୀକ୍ଷା ସକାଳ ୮!-->!-->!-->…
ଢେଙ୍କାନାଳ ଖବର ଚାଲିଥିଲା ବେଆଇନ ବିଏସଏନଏଲ ସିମ କାରବାର;ଚଢାଉ କଲା କ୍ରାଇମବ୍ରାଞ୍ଚ,ବ୍ୟବସାୟୀ ଗିରଫ Dhenkanal Update Apr 30, 2022 0 ଢେଙ୍କାନାଳ ଜିଲ୍ଲାରେ ବେଆଇନ ସିମ କାରବାର ନେଇ କ୍ରାଇମବ୍ରାଞ୍ଚ ଏବଂ ସାଇବର ପୋଲିସ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବାର ଜଣାପଡିଚି । ଟାଉନ ଥାନା ଅନ୍ତର୍ଗତ ଟାଉନ ପ୍ଲାନିଂ ଅଞ୍ଚଳରେ ରହୁଥିବା ସିଲୁ ଦାଶ ଦୀର୍ଘ ୮ ବର୍ଷ ହେବ ଏକ ବ୍ୟବସାୟ ପ୍ରତିଷ୍ଠାନ କରି ବିଭିନ୍ନ ପ୍ରକାର ସିମ!-->…
ଢେଙ୍କାନାଳ ଖବର ବାହାଘର ପାଇଁ ହେଲିକ୍ୟାପ୍ଟରରେ ସୀମାରୁ ଆସିଲେ ଜବାନ Dhenkanal Update Apr 29, 2022 0 ଦେଶ ରକ୍ଷାରେ ନିୟୋଜିତ ଜବାନଙ୍କ ବାହାଘର ନିମନ୍ତେ ବିଭାଗ ପକ୍ଷରୁ ହେଲିକ୍ୟାପ୍ଟର ଯୋଗେ ଜବାନଙ୍କୁ ଘରେ ପହଁଚାଇବାର ଯୋଜନା କରାଯାଇଥିବାରୁ ସୀମା ସୁରକ୍ଷା ବଳର ଅଧରକାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜବାନଙ୍କ ପରିବାର ବର୍ଗ ।ଖବର ନେବାରେ ଜଣାଯାଇଛି ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ!-->…
ଢେଙ୍କାନାଳ ଖବର ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର Dhenkanal Update Apr 29, 2022 0 ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ!-->…
ଫୁରସତ ମୋ ଭାରତ Dhenkanal Update Apr 29, 2022 0 ଇତିହାସର ସେ ପୁରୁଣା କାହାଣୀ,ସଂଘର୍ଷ ସମୟ ଶୁଣି ରଖ ଜାଣି । ନିଜ ପାଇଁ ମିଳୁ ନ ଥିଲା ଆଜାଦି,ଚାରିଆଡେ ଖାଲି ଦେଶ ର ବର୍ବାଦି । ବିଦେଶୀ ଶାସନ ଚାଲିଲା ଦେଶରେ,କଥା ଚାଲିଥାଏ ବନ୍ଧୁକ ଗୁଳିରେ । ସ୍ୱ ନିଶ୍ଵାସ ଭୟେ ଦେଶର ଲୋକେ ତ,ନିଜର ହିଁ ଶତ୍ରୁ ସାଜିଲେ ବହୁତ । କେତେ ବୀର!-->!-->!-->!-->!-->!-->!-->!-->!-->…
ଅଞ୍ଚଳ ସମସ୍ୟା କର୍ମଚାରୀ ଅଭାବରୁ ଶବ ବ୍ୟବଚ୍ଛେଦ ପାଇଁ ନାହିଁ ନଥିବା ଅସୁବିଧା Dhenkanal Update Apr 29, 2022 0 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପାଇଁ କର୍ମଚାରୀ ନାହାନ୍ତି ପରଜଙ୍ଗ ଅଞ୍ଚଳ ବାସୀ ନାହିଁ ନଥିବ ଅସୁବିଧା ଦେଖିବାକୁ ମିଳିଛି । ପୂର୍ବରୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ସବୁଠିକଠାକ ଚାଲୁ ରହି ଆସୁଥିଲା । କିଛି ଦିନ ହେବ ଝାଡୁଦାର ଅଭାବରୁ ଏଠାରେ ଶବ!-->…
ଢେଙ୍କାନାଳ ଖବର ଜାତୀୟ ପାଠ୍ୟକ୍ରମ ଆଧାର ପ୍ରସ୍ତୁତି ନିମନ୍ତେ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ Dhenkanal Update Apr 29, 2022 0 ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ. ସି. ଇ. ଆର. ଟି.), ନୂଆଦିଲ୍ଲୀ ଓ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ. ସି. ଇ.ଆର. ଟି) , ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଜାତୀୟ ପାଠ୍ୟକ୍ରମ ଆଧାର!-->…
ଫୁରସତ ଉତ୍କଳ ଗୌରବ Dhenkanal Update Apr 28, 2022 0 ଉତ୍କଳ ଗୌରବ ହେ ମଧୁସୂଦନ ଓଡ଼ିଆ ଜାତିର ମାନକୋଟି ଓଡ଼ିଆର ହେ ମଉଡମଣୀ ଓଡ଼ିଆଙ୍କ ସ୍ୱାଭିମାନ ll ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀଯୁଗେ ଯୁଗେ ତଵ ତ୍ୟାଗ!-->!-->!-->…
ଢେଙ୍କାନାଳ ଖବର ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ Dhenkanal Update Apr 28, 2022 0 ଢେଙ୍କାନାଳ ସଦର ବ୍ଳକ ଛକିଲୋ ଯାତ୍ରା ପଡ଼ିଆଠାରେ ଢେଙ୍କାନାଳ ଛଦେଶ (ଖ) ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟସଭାପତି ପ୍ରଭାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ!-->…