ଯୁବକର ଝୁଲନ୍ତା ମୃତଦେହ ଠାବ ;ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡିଶ ପଞ୍ଚାୟତ ଅନ୍ତର୍ଗତ ରଗଡିପଡା ଗ୍ରାମ ନିକଟ ଶାଳ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ପିତା- ତିର୍ଥବାସୀ ପାତ୍ର ବୋଲି ଜଣାପଡିଛି ।
ଆଜକୁ ଏକ ମାସ!-->!-->!-->…