News
lipub
samparksetu

ଚାରୋଟି ସେଚ୍

ମଣିଷ ଆଜି ମଣିଷ ହୋଇଛିଏଇ ମଣିଷ ପାଇଁମଣିଷ ଆଜି ଅମଣିଷ ସାଜିଛିଏଇ ମଣିଷ ପାଇଁ ।। ମଣିଷ ଆଜି ଉନ୍ନତି କରିଛିଏଇ ମଣିଷ ପାଇଁମଣିଷ ଆଜି ରସାତଳିକି ଯାଇଛିଏଇ ମଣିଷ ପାଇଁ ।। ମଣିଷ କାଲିବି ପୋଥି ରଚୁଥିଲାଏଇ ମଣିଷ ପାଇଁମଣିଷ ଆଜିବି ଗ୍ରନ୍ଥ ଲେଖୁଛିଏହି ମଣିଷ ପାଇଁ।।…

ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି

ଗଁଦିଆ ବ୍ଲକରେ ଥିବା ଶ୍ରୀମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଂଚାୟତ ଅଛି ଏହା ଭୌଗଳିକ ଦୃଷ୍ଟି କୋଣରୁ…

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଞ୍ଚାୟତର ସମସ୍ତ କର୍ମକର୍ତ୍ତାମାନେ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରଂଜୁଲତା ଦାସ ସଭା ପରିଚାଳନା କରାଇଥିଲେ।…

ସୁରପ୍ରତାପ ପୁର ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଶିବିର ଅନୁଷ୍ଠିତ ହୋଇଯାଇଛି l ମଠକରଗୋଳା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l …

ପୋଖରୀରେ ବୁଡି ନାବାଳକ ମୃତ

ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ କଞ୍ଚନବାହାଳୀ ଦେହୁରୀ ସାହିର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।. ମୃତକ ହେଲେବଶୁକାନ୍ତି ମୁଣ୍ଡାଙ୍କ ପୁତ୍ର ରାଜେଶ ମୁଣ୍ଡା (୬) । ଶୁଣାନ୍ତିଙ୍କ ସ୍ବାମୀ ସୁନିଆଁ ମୁଣ୍ଡା ସୁଦୂର ଚେନାଇରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ । …

ସ୍ଵପ୍ନ

ସ୍ୱପ୍ନଟିଏ ଦେଖିଥିଲି ରାତିରେଜହ୍ନ, ତାରାସବୁ ଊଣା;ସୂରୁଜର ତତଲା ଛାତିରେ … ନୀରବ ଥିଲା ଓଠ ଆଉ ଆଖିଗଙ୍ଗଶିଉଳି ପଡିଥିଲା ସାକ୍ଷୀ,ସ୍ୱପ୍ନରେ ଯାହା ସବୁ ଦେଖିଥିଲି ମୁଁବିଶ୍ୱାସ ପରିଧିକୁ ଲାଗି ବିଂଚି ହେଇପଡିଥିଲାଅବିଶ୍ୱାସର କେଇ ପାଖୁଡା କେତକିି । ନିଅନ୍ ଆଲୁଅର ଛାଇ ତଳେରାତି ବଢେ,…

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଦେଖିବାକୁ ଆସି ବାଇକ୍ ଧକ୍କାରେ ଶାଶୁ ଗୁରୁତର

୧୪୯ ନଂ ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସୂଚନା ମୁତାବକ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ରଙ୍ଗଥଳୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ…

ଜିଲ୍ଲାରେ ଚୋରା ବନ୍ଧୁକର ବ୍ୟାପକ ବ୍ୟବହାର ; ପୋଲିସ ପ୍ରଶାସନ ନିରବଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲାରେ ଦେଶୀ ବିଦେଶୀ ବନ୍ଧୁକ କାରବାର ବୃଦ୍ଧି ପାଇଛି । କଥା କଥାକେ ଫୁଟୁଛି ଗୁଳି । କେତେବେଳେ ରାଜନୈତିକ ଛକାପଞ୍ଝାକୁ ନେଇ ତ କେତେବେଳେ ବାଲିଘାଟ,ପଥରଖଣି ତକେତେବେଳେ ଶିକାର ପାଇଁ ବ୍ୟବହାର ହେଉଛି ବନ୍ଧକୁ । ଚୋରା ବନ୍ଧକୁ ଆସୁଛି କେଉଁଠାରୁ ଏବଂ ଦେଶୀ ବନ୍ଧକୁ ନିର୍ମାଣ…

ଭାରସ୍ୟାମ ହରାଇ ଗଛରେ ପିଟିହେଲା ବାଇକ , ଜଣେ ଗୁରୁତର

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର l ଗୁରୁତର ଜଣକ ହେଲେ କଙ୍କଡାହାଡ଼ ଥାନା ସମାକୁଦ ଗ୍ରାମ ର ଅଜିତ ବେହେରା l ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନିଜ ଘରୁ ଏକ ମୋଟର ସାଇକେଲ ଯୋଗେ ଅଜିତ ଗାଁ ରେ ଥିବା ଅନ୍ୟ ଏକ ସାହିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ…

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଟୁନା

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ ଅନନ୍ତପୁର ଗାଁ ର ଟୁନା ଦେହୁରୀ(୨୭)ଗତ ୪ତାରିଖ ରାତିରେ ନିଜ ଛାତ ଉପରେ ଶୋଇଥିବା ସମୟରେ ଅଚାନକ ଛାତରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନା ପରେ ତାଳୟ କଟକ ମେଡିକାଲକୁ ପଠାଯାଇଥିଲା, କିନ୍ତୁ ସେଠାରେ ୧୦…
error: Content is protected !!