ମେସିନ ଲଗାଇ ମନରେଗା କାର୍ଯ୍ୟ , ବିଡିଓଙ୍କୁ ଶ୍ରମିକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ ହେଉଥିବା ଶ୍ରମିକ ମାନେ ବିଡ଼ିଓ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।
ଏହା ପରେ ମଧ୍ୟ କୌଣସି କାର୍ଯ୍ୟ।ନୁୂଷ୍ଠାନ ନହେବାରୁ ଶ୍ରମିକ!-->!-->!-->…