News
lipub
samparksetu

ଆମ ପୋଖରୀ ଦୁର୍ନୀତି ଅଭିଯୋଗ , ତଦନ୍ତ ଦାବି ନଚେତ ଢେଙ୍କାନାଳ ବନ୍ଦ ଡାକରା

ବିଗତ ସରକାରଙ୍କର ଆମ ପୋଖରୀ ଯୋଜନାରେ ହୋଇଥିବା ପଙ୍କୋଦ୍ଧାରକାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ବତନ ପୌରାଧ୍ୟକ୍ଷ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗିରଥି ସାଗର ପାଖ ବାସେଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟି ଅଞ୍ଚଳର ୧୬ଟି ପୋଖରୀ

ପ୍ଳାଣ୍ଟ ଉପରୁ ପଡ଼ି ଯୁବ ଇଞ୍ଜିନିୟର ଗୁରୁତର

ଢେଙ୍କାନାଳ ଜିଲ୍ଲାର ଝାଡବନ୍ଧ ସ୍ଥିତ ରୁଙ୍ଗଟା କମ୍ପାନୀରେ ପୁଣି ଅଘଟଣ।କୋଲଡ ୱାସରି ପ୍ଲାଣ୍ଟ ଉପରୁ ପଡି ଯୁବ ଇଞ୍ଜିନିୟର ଗୁରୁତର। ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନ ଶିବପୁର ପଞ୍ଚାୟତ କୁଚିଳାମଡା ଗାଁର ନନ୍ଦ କିଶୋର ବେହେରା। ଗତକାଲି

ଥଇଥାନ ନକରି ଘର ଭାଙ୍ଗିଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି

ରେଙ୍ଗାଳୀ ତଳି ଅଞ୍ଚଳ ପଡ଼ିଛି ଶୁଖିଲା, ଚାଲିଛି ବେଆଇନ ଜଳ ଯୋଗାଣ

କେତେବଳେ ଧିର ମନ୍ଥର କାମ, କେତେବଳେ ଜମି ଅଧିଗ୍ରହଣ ସମୟରେବିବାଦ ତ କେତେବଳେ ନିମ୍ନମାନର କାମ ଅଭିଯୋଗ, ଏଭଳି କିଛି ବାଦ ବିବାଦ ଭିତରେ ନିର୍ମାଣ ହୋଇଛି ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପ । ଚାଷୀଙ୍କୁ ଗୁରୁତ୍ୱ ଦେଇ ଏହି କେନାଲ ପ୍ରକଳ୍ପ ସରକାର ଙ୍କ ଦ୍ଵାରା କରାଯାଇଥିବା ବେଳେ ଏବେ ଏହା ଝଞ୍ଜି

ବଜ୍ରପାତ ରେ ଜଣେ ମୃତ , ଜଣେ ଗୁରୁତର

ହିନ୍ଦୋଳ ଉପଖଣ୍ତ ରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗ୍ରାମରେ ଏକ ଅଭାବନିୟ ଘଟଣାକ୍ରମେ ୨୭ ତାରିଖ ଗରୁବାର ବଜ୍ରପାତ କାରଣରୁ ଜଣେ ମୃତ୍ୟବରଣ କରିଥିବା ସମୟରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ , ଚିତ୍ତଳପୁର ଗ୍ରାମର ଭ୍ରମରବର ବେହେରାଙ୍କ ପୁତ୍ର ମୋହନ ବେହେରା (୩୫) ଓ

କୂଅରେ ବୁଡ଼ି ଯୁବକ ମୃତ

ପରଜଙ୍ଗ ଥାନା ଲୁଧୋଣୀ ଗ୍ରାମରେ ଜଣେ ଯୁବକ କୂଅରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଲୁଧୋଣୀ ଗ୍ରାମ ବିଶ୍ୱାଳ ସାହିର କେଶବ ବିଶ୍ଵାଳ(୪୫) । ସୂଚନା ମୁତାବକ କେଶବ ଜଣେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସେ ମଙ୍ଗଳବାର ସକାଳୁ ଘରୁ ବାହାରି ଚାଲି ଆସିଥିଲେ। ଘରକୁ ଫେରିବରେ

ହତ୍ୟା ଘଟଣାରେ ୪ ଜଣ ଅଭିୁଯୁକ୍ତ ଙ୍କୁ ଆଜୀଵନ କାରାଦଣ୍ଡ

ଢେଙ୍କାନାଳ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଛି। ଗଁଦିଆ ଥାନା ଅନ୍ତର୍ଗତ ବରଦା ପାଟଣା ଗ୍ରାମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତୃତାକୁ ନେଇ ବରଦା ପାଟଣା ଗ୍ରାମର ମୃତ ମାୟାଧର ବେହେରାଙ୍କୁ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ

ଭୁଶୁଡ଼ିଲା ସାରଙ୍ଗଧର ଷ୍ଟାଡିୟମର ପାଚେରୀ

ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ଜନ ହିତରେ ହେଉଥିବା କାମ ସଠିକ ଭାବରେ ହେଉନାହିଁ ଯାହାଫଳରେ ନିର୍ମାଣର ଦିନ କେତେଟାରେ ଭାଙ୍ଗି ଭୁଶୁଡି ଯାଉଛି । କାମାକ୍ଷାନଗର ଏନଏସି ଅନ୍ତର୍ଗତ ସାରଙ୍ଗଧର ଷ୍ଟାଡିୟମରେ ନିର୍ମାଣ ହୋଇଥିବା

ଗୋରଡିଆ ଗାଁରେ ଗତବର୍ଷ ଭଳି ପୁଣି ଭାଙ୍ଗିଲା କେନାଲ

ସରକାର ଚାଷୀ ଓ ଚାଷର ଉର୍ଣ୍ଣତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହେଲା ତାର ଜ୍ୱଳନ୍ତ ଉଦାହରଣ ।ଗତବର୍ଷ କେନାଲ ଭାଙ୍ଗିଥିଲା ପୁଣି ଏହି ବର୍ଷ ପ୍ରଥମ ପାଣି କେନାଲରେ ଯେତେବେଳେ ଆସିଥିଲା ପୁଣି ଭାଙ୍ଗିଲା କେନାଲ ।କାମାକ୍ଷାନଗର ଗୋରଡିଆ

ବିବାଦର ଅନ୍ତ ଘଟିଲା ,୧୪୪ଧାରା ଲାଗୁକରି ରାସ୍ତାଚି଼ହ୍ନଟ ଓ କାମ ଆରମ୍ଭ କଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡ ନଂ-୧୫ ବାସୀଙ୍କ ବହୁଚର୍ଚ୍ଚିତ ରାସ୍ତା ପାଇଁ ଆନ୍ଦୋଳନର ଅନ୍ତ ଘଟିଛି । ହିନ୍ଦୋଳ ପ୍ରଶାସନ ଜନତାଙ୍କ ଜରୁରୀ ଆବଶ୍ୟକତା କୁ ହୃଦୟଙ୍ଗମ କରି ତତ୍ପରତା ଦେଖାଇ ରାସ୍ତା ଚି଼ହ୍ନଟ ଆରମ୍ଭ କରିଛନ୍ତି । ହିନ୍ଦୋଳ ଏନଏସି ରୁ ସିଙ୍କୋଳ ପର୍ଯ୍ୟନ୍ତ
error: Content is protected !!