News
lipub
samparksetu

ନିଖୋଜ ବ୍ଯକ୍ତିଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ଶ୍ରୀକାନ୍ତ ବେହେରା ଗତ ୧୦ ତାରିଖ ଦିନଠାରୁ ନିଖୋଜ ଥିଲେ। ପରିବାର ଲୋକ ନିକଟସ୍ଥ ଗାଁ ଚାନ୍ଦପୁର, ସୁରୁତନାଳି, ତୁଳସୀପଶି, ଭେରୁଣିଆ ପ୍ରଭୃତି ଖୋଜାଖୋଜି କରି ନିରାଶ ହୋଇଥିଲେ। ପରିବାର ଲୋକଙ୍କ ମୁତାବକ ସେ ମାନସିକ

ରକ୍ତ ଆବଶ୍ୟକ ବେଳେ ମନେ ପଡ଼ନ୍ତି ସିଦ୍ଧାର୍ଥ

ରକ୍ତଦାତା ବେଳେ ବେଳେ ସାଜିଥାନ୍ତି ଦ୍ଵିତୀୟ ଭଗବାନ । ମେଡିକାଲ ହେଉ ବା ହେଉ କେଉଁ କ୍ୟାମ୍ପ ବା ହେଉ ବ୍ଲଡ଼ବ୍ୟାଙ୍କ ଏହି ସବୁ ସ୍ଥାନ ଗୁଡ଼ିକ ରେ ଆବଶ୍ୟକ ସମୟରେ ରକ୍ତ ଦାନ କିମ୍ବା ରକ୍ତ ଯୋଗାଡ଼ କରି ସାଜିଥାନ୍ତି ଜାଗ୍ରତ ପ୍ରହରୀ । ତେବେ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିଦ୍ଧାର୍ଥ

ସଚେତନ ସତ୍ତ୍ୱେ ଅଣାୟତ ଜଙ୍ଗଲ ନିଆଁ ; ୩ ବର୍ଷରେ ୭୦୩ ହେକ୍ଟର ନିଆଁରେ ପୋଡି ଜଙ୍ଗଲ ନଷ୍ଟ

ଢେଙ୍କାନାଳ ବନଖଣ୍ଡରେ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନ ବିଭାଫ ତରଫରୁ ସଚେତନତା ସହତି କର୍ମଚାରୀଙ୍କୁନ ନିୟୋଜିତ କରାଯାଉଛି । ଏହା ସତ୍ତ୍ୱେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା ଫଳରେ ବହୁମୂଲ୍ୟ ଔଷଧୀୟ ଅରଣ୍ୟ ଜଳିଯିବା ସହତି ତିନି ବର୍ଷରେ ଜଳିଗଲାଣି ୭୦୩ ହେକ୍ଟର ଜଙ୍ଗଲ ।

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସଡ଼କ ଦୁର୍ଘଟଣା ର ଶିକାର ହୋଇ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ବ୍ଲକ ଜିରାଳ ଗ୍ରାମର ବିଜୁଳି ଛକରେ ଛୋଟ ସେଲୁନ ଦୋକାନ କରି ପେଟ ପୋଷୁଥିବା ଗୋଲେଖ ବାରିକ ଙ୍କ ଏକମାତ୍ର ପୁଅ କାହ୍ନ ବାରିକ, ସୋମବାର ସନ୍ଧ୍ୟା ସମୟରେ ଜିରାଳ ତାରିଣୀ ମନ୍ଦିର

ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ ଆନୁକୁଲ୍ୟରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମଦିନ ବା ବିଶ୍ଵଜ୍ଞାନ…

ଆଜି "ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍(ADA) ହିନ୍ଦୋଳ" ଆନୁକୁଲ୍ୟରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଜନ୍ମଦିନ ବା ବିଶ୍ଵଜ୍ଞାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସସ୍ମିତା ରାଣୀ ନାଏକ , ଅଧ୍ୟକ୍ଷା, ପଞ୍ଚାୟତ ସମିତି, ହିନ୍ଦୋଳ, ମୁଖ୍ୟବକ୍ତା- ଶ୍ରୀଯୁକ୍ତ ଶତିସ୍

ମନରେଗା କାର୍ଯ୍ୟରେ ମହାଦୁର୍ନୀତି ; ୧କୋଟି ୫୦ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଟଙ୍କା ହଡପ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ରାଇତଳା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହୋଇଛି ମିଥ୍ୟା ବିଲ କରି ୧କୋଟି ୫୦ଲକ୍ଷ ଟଙ୍କା ହଡପକରାଯାଇଥିବାର ଅଭିଯୋଗ କରାଯାଇଛି । ରାଇତଳା ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ କୋଟି ଟଙ୍କାର

ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ

ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି ସେତେବେଳେ

ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା !

ବାଜିରାଉତ ଙ୍କ ସଂଗ୍ରାମୀ ମାଟି ରେ ମାଟି ସହ ସଂଗ୍ରାମ କରି କରି ଶେଷ ରେ ଋଣ ସୁଝି ନପାରି ଆତ୍ମ ହତ୍ୟା କଲେ ଚାଷୀ ରମେଶ l ଖବର ରୁ ଜଣା ଯାଇଛି ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ l ଏହି ଗ୍ରାମଟି ସହୀଦ ବୀର ବାଜିରାଉତ ଙ୍କ ଗ୍ରାମ ଭାବେ ସାରା

ଏଣିକି ଦୁଇଟି ଡିଗ୍ରୀ ର କୋର୍ସ ଏକା ସଙ୍ଗେ କରିପାରିବେ ବିଦ୍ୟାର୍ଥୀ

ନୂତନ ଶିକ୍ଷାନୀତି ୨୦୨୦ କୁ ଅନୁମୋଦନ ମିଳିବା ପରେ ଆଜି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସମୟପୋଯୋଗୀ ନିଷ୍ପତ୍ତି ନେଇଛନ୍ତି l ଯେଉଁଥିରେ ଏକ କାଳୀନ ଜଣେ ବିଦ୍ୟାର୍ଥୀ ଦୁଇଟି ଡିଗ୍ରୀ କୋର୍ସ କରିପାରିବ l ଏହା ଉଭୟ ଅନ୍ ଲାଇନ୍ ଓ ଫିଜିକାଲ ମୋଡ଼ ରେ ଶିକ୍ଷାଦାନ କରିବା ପାଇଁ

ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା!

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଜୁଳି ଗଲେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ଧାର ହୋଇଯାଏ। ବିଜୁଳି କଟିଲେ ରୋଗୀମାନଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଯେଉଁ ଜେନେରେଟର ରହୁଛି ତାହା କାମରେ ଲାଗୁନାହିଁ। ରୋଗୀଙ୍କ ସମ୍ପର୍କୀୟ
error: Content is protected !!