ଖବର ପ୍ରକାଶନ ପରେ ରସିକ ମୁଣ୍ଡାଙ୍କ ଚିକିତ୍ସା କରିବା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କଲା ଜିଲ୍ଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ୬ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।ଜଣେ ଗରିବ ଆଦିବାସୀ ଯୁବକ ଦିନେ ଖଟିଲେ ପରିବାର ଚଳେ ତା ପକ୍ଷରେ ଉତ୍ତମ ଚିକିତ୍ସା ପାଲଟି ଥିଲା ସାତ ସପନ ।ସେ ଯେଉଁ ଘରେ!-->…