ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସଡ଼କ ଦୁର୍ଘଟଣା ର ଶିକାର ହୋଇ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ବ୍ଲକ ଜିରାଳ ଗ୍ରାମର ବିଜୁଳି ଛକରେ ଛୋଟ ସେଲୁନ ଦୋକାନ କରି ପେଟ ପୋଷୁଥିବା ଗୋଲେଖ ବାରିକ ଙ୍କ ଏକମାତ୍ର ପୁଅ କାହ୍ନ ବାରିକ, ସୋମବାର ସନ୍ଧ୍ୟା ସମୟରେ ଜିରାଳ ତାରିଣୀ ମନ୍ଦିର!-->…