ପଖାଳ ଦିବସରେ ଜାଣନ୍ତୁ,ପଖାଳ ଖାଇବା ଦ୍ବାରା କ’ଣ ମିଳେ ଫାଇଦା
ଆଜି ହେଉଛି ୨୦ ମାର୍ଚ୍ଚ ଯାହାକୁ ସାରା ବିଶ୍ବରେ ଥିବା ଓଡ଼ିଆଙ୍କର ପଖାଳ ଦିବସ | ପଖାଳ ପ୍ରାୟ ପ୍ରତେକ ଓଡ଼ିଆ ଘରେ ଖିଆଯାଏ, ଏହା ଓଡ଼ିଆଙ୍କ ପ୍ରଧାନ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ | ତେବେ ଆପଣ ପଖାଳର ଉପକାରୀତା ଜାଣିନଥିବେ | ଚାଲନ୍ତୁ ଜାଣିବା ପଖାଳ ଖାଇବା ଦ୍ବାରା ଆମକୁ କ'ଣ କ'ଣ!-->…