ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପକୁ ଏନଜିଟିର ଛାଟ ; ୨ ମାସ ଭିତରେ ୨୦ କୋଟି ଜୋରିମାନା ଜମା କରିବାକୁ ନିର୍ଦ୍ଦେଶ
ଅନଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ କରୁଥିବା ଏମ୍/ଏସ ଉଡ୍ ହୀଲ୍ଲ ନାମକ ଠିକା ସଂସ୍ଥା କୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଅନ୍ତରିଣ କୋଡିଏ କୋଟି ଟଙ୍କା ଜୋରିମାନା ଦୁଇ ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ ।
ସୂଚନା ମୁତାବକ , ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କାମାକ୍ଷାନଗର ତହସିଲ!-->!-->!-->…