ଦ୍ଵିତୀୟ ଓଡିଶା ନାଭାଲ୍ ଟାଟା ହକି ପ୍ରତିଯୋଗିତା ଉଦଘାଟିତ
ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ଦ୍ବିତୀୟ ଓଡିଶା ଟାଟା ହକି ଲିଗ୍ ଆରମ୍ଭ ହୋଇଛି l ଏହି ଉଦଘାଟନୀ ଉତ୍ସବ କୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ରାଜୀବ ସେଠ୍, ଡାଇରେକ୍ଟର ଓଡିଶା ନାଭାଲ୍ ହକି ଏକାଡେମୀ, ପ୍ରଦୀପ ଜାଳି ଶୁଭାରମ୍ଭ କରିଥିଲେ l
ଜିଲ୍ଲାପାଳ ଶ୍ରୀ!-->!-->!-->…