News
lipub
samparksetu

ପୃଥକ୍ ପୃଥକ୍ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣ ମୃତ !

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳର ୨ଟି ପୃଥକ୍ ପୃଥକ୍ ଜାଗା ରେ ୨ ଜଣ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହାତୀ ମାରି ଦେଇଥିବାର ଦେଖିବାକୁ ମିଳିଛି । ମୁଣ୍ଡରୁ ଗଣ୍ଡି ଅଲଗା ଅଲଗା କରି ଦେବା ସହ ହାତ ଗୋଡକୁ ଦଳି ଦେଇଛି । ଏହାକୁ ଦେଖି ଅଞ୍ଚଳ ବାସୀଙ୍କ ମନରେ ଭୟର…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଚଳିତ ମାସ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ପାଳନ କରିବା ନିମନ୍ତେ କମ୍ପାନୀର ସିଏସ୍‌ଆର୍ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମଗୁଡିକର ସଫଳତା ହାସଲ କରିଥିବାମହିଳାମାନଙ୍କୁ ନେଇ ପ୍ଲାଚା୍…

କରେଣ୍ଟ ଲାଗି ଯୁବକ ଙ୍କ ମୃତ୍ୟୁ

LI Point କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟିଧରପୁର ଗ୍ରାମର ପବିତ୍ର ମଲ୍ଲିକ। ସେ ଆଜି ସକାଳେ ସୌଚପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ LI Point ରେ ଲାଗିଥିବା କରେଣ୍ଟ ସଂସ୍ପର୍ଶ ରେ ଆସିଯାଇଥିଲେ। ସ୍ଥାନୀୟ ଲୋକ ଦେଖି ପରିବାର…

୧୧ ଜଣ ବାଲି ମାଫିଆ ଗିରଫ ସହ ପିସି ମେସିନ ଓ ୧୦ଟି ଟ୍ରକ ଜବତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବ୍ରାହ୍ମଣୀ ନଦୀ କୂଳରେ ଥିବା ସରାଙ୍ଗ ଗାଁ ବେଆଇନ ବାଲି ଘାଟରେ ସ୍ଥାନୀୟ ତହସିଲଦାର ଓ ପୋଲିସର ମିଳିତ ଚଢ଼ାଉ ହୋଇଛି। ଚଢ଼ାଉରେ ଗୋଟିଏ ପିସି ମେସିନ ,୧୦ ଟି ବାଲି ବୋଝେଇ ଟ୍ରକ ଜବତ କରିବା ସହ ୧୧ ଜଣ ବାଲି ମାଫିଆକୁ ଗିରଫ କରାଯାଇଛି । ଏହି ବାଲି ମାଫିଆ…

ତିନି ଝିଅକୁ ନେଇ ଅସହାୟ ପରିବାର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନିମିଧା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ତିନି ଝିଅଙ୍କୁବଅସହାୟ ପରିବାର ଦୁଃଖ କଷ୍ଟରେ ରହୁଥିବାର ଜଣାପଡିଛି । ନିମିଧା ଗ୍ରାମ ଜଗନ୍ନାଥପୁର ଗ୍ରାମର ଉମାନାଏକଙ୍କ ସ୍ୱାମୀ ଦୁଃଖବନ୍ଧୁ ନାଏକ ଚାଲିଯିବା ପରେ ଏବେ ତାଙ୍କର ତିନି ଝିଅଙ୍କୁ ନେଇ ରହୁଛନ୍ତି । …

ଏବେ ବି ରହିଛି ଅନ୍ଧବିଶ୍ୱାସ , ବାହାଡା ଦାନ୍ତ ଉଠିଲେ ହେଉଛି କୁକୁର ସହିତ ବିଭାଘର !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଆଦିବାସୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ଏବେ ବି ସମ୍ଭବ ହୋଇନାହିଁ ।। ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହିତ କୁକୁରର ବିବାହ ତା ପୁଣି ବାଜାରୋଷଣୀ ସହିତ ଭୋଜି ଭାତର ପର୍ବ ମଧ୍ୟରେ ବେଶ ରୋଚକ ହୋଇଛି । କରଗୋଳା ପପଞ୍ଚାୟତ…

ଯୁବକ ଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ

କକାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ଜଣେ ଯୁବକ ଙ୍କ ଉପରେ ଆକ୍ରମଣ ନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ବାଙ୍କୁଆଳ ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ସାହୁ ଆଜି ସକାଳୁ ନିଜ ବାଇକ ଯୋଗେ କୌଣସି କାର୍ଯ୍ୟରେ କାମାକ୍ଷାନଗର ଆସୁଥିଲେ l କିନ୍ତୁ ଗ୍ରାମ ନିକଟରେ…

ଭୋଳେଶ୍ୱର ଓ ମାୟାଧର ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ସୋଗର ଚାମ୍ପିୟନ

କନ୍ତିଓ ପୂଟସାହି ପଞ୍ଚାୟତ ର ଜକା କ୍ରିକେଟ ଗ୍ରାଉଣ୍ଡ ରେ ଫାଇନାଲ ମ୍ୟାଚ୍ ସୋଗର ଓ ଆୟୋଜକ ଜକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥେମେ ସୋଗର ବ୍ୟାଟିଂ ର ଆମନ୍ତ୍ରଣ ପାଇ ୧୫ ଓଭର୍ ରେ ୧୭୫ ରନ୍ ସଂଗ୍ରହ କରି ଥିଲା ଜବାବ ରେ ଜକା ୧୦୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଥିଲା ।…

ମହିମା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ବିଶ୍ବ ଓଡ଼ିଶା ଢେଙ୍କାନାଳର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ରାଲିକୁ କଲେଜ ପରିସରରୁ ମହାବିଦ୍ୟାଳୟର…

ଜଳ ବିଭାଜିକା ର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ମହାବୀର ରୋଡ ଓ ଝିଲୀ ଗ୍ରାପ ରେ ଆଜି ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଫେଜ୍ ୨) ର ସଚେତନତା କାର୍ଯ୍ୟକ୍ରମ ମହାବୀର ରୋଡ ହାଟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁମାର…
error: Content is protected !!