News
lipub
samparksetu

ବାରହା ଆକ୍ରମଣ ରେ ଚାରି ଜଣ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଳ ସାହି ଭିତରେ ପଶି ବାରାହା ଆକ୍ରମଣ କରିବାରୁ ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜ ବନ୍ୟା ସାହିରେ ଦେଖିବାକୁ ମିଳିଛି । ଖବର ଅନୁସାରେ ଆଜି ଦିନ ଗୋଟାଏ ବେଳେ

ଜନ୍ମମାଟିକୁ ଫେରିଲେ ଢେଙ୍କାନାଳ ପୁଅ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଇତି ମଧ୍ୟରେ ୧୦ ଦିନରେ ପହଞ୍ଚିଛି । ଫଳରେ ୟୁକ୍ରେନକୁ ଡାକ୍ତରୀ ଛାତ୍ର ପଢିବାକୁ ଯାଇଥିବା ପ୍ରାୟ ୧୫ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାରରେ ଏବେ ଭୟର କମ୍ପନ ସୃଷ୍ଟି କରିଛି । ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମର ସୁପ୍ରିତି ସ୍ବାଇଁ ୟୁକ୍ରେନରୁ

ବରସାହି କ୍ରିକେଟ ଟିମ୍ ଚମ୍ପିୟାନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତର ବର ସାହି ଓ ବାଘୁଆ ସାହି ମଧ୍ୟରେ ବର ସାହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ , ଇଟାଭାଟି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ନିର୍ଧାରିତ ୧୫ ଉଭରେ ୬ ଉଇକେଟ୍ ବିନିମୟରେ ୧୮୮ ରନ୍

ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ

ସରକାରୀ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ । ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଅନ୍ତର୍ଗତ ପିତିରି ସରକାରୀ ଦେଶୀ ମଦ ଭାଟି ର ମ୍ୟାନେଜର ସୁରଜମଲ୍ ପ୍ରସାଦ ଙ୍କ ଉପରେ । ପରଜଙ୍ଗ ଅଞ୍ଚଳର ଆମ୍ବପଳାଶ ଗ୍ରାମର କୁଖ୍ୟାତ ଚୋରା ଦେଶୀ ମଦ ମାଫିଆ ସମୟ ମହାପାତ୍ର ଙ୍କ ଦୁଇ ପୁଅ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକାଶ ପାଇଁ ଦାବୀ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକାଶ ପାଇଁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବୀ କରିଛନ୍ତି ।କେନ୍ଦ୍ର ସରକାର ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଳା ଭାବରେ ଘୋଷଣାକରଛନ୍ତି , ଫଳରେ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାରେ କୌଣସି କୌଣସି ପ୍ରତିବନ୍ଧକ

ଦ୍ୱିତୀୟ ପତ୍ନୀକୁ ହତ୍ୟା ଅଭିଯୋଗ ,ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ତରାଟପାଳ ସାହିରେ ସ୍ତ୍ରୀକୁ ନିର୍ମମ ଭାବେ ଜଣେ ପିଶାଚ ସ୍ୱାମୀ ହତ୍ୟା କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଗାଁର ୨୮ ବର୍ଷୀୟା ମହିଳା ସୋମବାରି ଗୋୟା । ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ

ସଡ଼କ ଦୁର୍ଘଟଣାରେ ଜଣେ ମୃତ , ୨ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଚଟିଘର ନିକଟସ୍ଥ କପିଳାସ ଟାଙ୍ଗୀ ମୁଖ୍ୟ ରାସ୍ତା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୁଚନା ଅନୁଯାଇ , ଏହି ରାସ୍ତାରେ ଦୁଇ ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୩ଜଣ ଗୁରୁତର ହୋଇଥିଲେ । ୧୦୭ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପୃଥକୀକରଣ ବୈଠକ

ଢେଙ୍କାନାଳ ଜିଲ୍ଲାପାଳାଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମିଶ୍ରିତ ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୃଥକୀକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାରଙ୍କର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏହାର କାରଖାନାରେ ଜାମସେତ୍‌ଜୀ ନସେରୱନ୍‌ଜୀ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ଅବସରରେ ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି । ଦେଶରେ ଶିଳ୍ପାୟନର ଜନକ ଭାବେ ପରିଚିତ ଜେ ଏନ୍

ବିଶ୍ୱ ବନ୍ୟପ୍ରାଣୀ ଦିବସ, ସୁରକ୍ଷା ଓ ସତର୍କତା ପାଇଁ ପ୍ରହରୀ ସାଜିଛନ୍ତି ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ

ଢେଙ୍କାନାଳ ମାଟିର ଗୌରବ ଶୁଭ୍ରାଂଶୁ ଶତପଥୀ ଯୁବ ପରିବେଶ ବିତ ତଥା ପ୍ରକୃତି ପ୍ରେମୀ । ବାପା ତାଙ୍କର ଜଣେ ବନ ବିଭାଗ ଅଧିକାରୀ ଥିଲେ ତେଣୁ ବାଲ୍ୟ କାଳଟି ତାଙ୍କର ଜଙ୍ଗଲ ଭିତରେ ଅଧିକାଂଶ ସମୟ ବିତିଛି ତେଣୁ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମ ରେ ଆବଦ୍ଧ ହୋଇଥିଲେ । ବାଣିଜ୍ଯ ବିଭାଗର
error: Content is protected !!