ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ
ସରକାରୀ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଅପହରଣ ସହ ହତ୍ୟା ଉଦ୍ୟମ । ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଅନ୍ତର୍ଗତ ପିତିରି ସରକାରୀ ଦେଶୀ ମଦ ଭାଟି ର ମ୍ୟାନେଜର ସୁରଜମଲ୍ ପ୍ରସାଦ ଙ୍କ ଉପରେ । ପରଜଙ୍ଗ ଅଞ୍ଚଳର ଆମ୍ବପଳାଶ ଗ୍ରାମର କୁଖ୍ୟାତ ଚୋରା ଦେଶୀ ମଦ ମାଫିଆ ସମୟ ମହାପାତ୍ର ଙ୍କ ଦୁଇ ପୁଅ!-->…