ତୃତୀୟ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ,ପରଜଙ୍ଗରେ ୭୯.୯୯ଏବଂ କାମାକ୍ଷାନଗରରେ ୮୦.୮୦ ପ୍ରତିଶତ ମତଦାନ
ଢେଙ୍କାନାଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପାଇଁ ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହତି ଅନୁଷ୍ଠିତ ହୋଇଛି । କାମାକ୍ଷାନଗର ମୋଟ ୨୯ଟି ପଞ୍ଚାୟତ ପାଇଁ ୪୭ ହଜାର ୨୨୦ଜଣ ପୁରୁଷ ଏବଂ ୪୪ ହଜାର ୭ ଜଣ ମହଳି । ଏଭଳି ମୋଟ ୯୧ ହଜାର ୨୨୭ ଜଣ ଭୋଟର ରହିଥିବା ବେଳେ!-->…