ବ୍ରାହ୍ମଣୀ ନଦୀକୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ଅନ୍ତର୍ଗତ ବତାସିଂହା ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଆଜି ଏକ ଅଚିହ୍ନା ମହିଳା (ବୃଦ୍ଧା) ମୃତ ଦେହ ଉଦ୍ଧାର ହୋଇଛି । ପ୍ରଥମେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ପରଜଙ୍ଗ ଥାନା କୁ ଖବର ଦେବାରୁ ଉକ୍ତ ମୃତ ଶରୀରକୁ ପୋଲିସ ଉଦ୍ଧାର କରି!-->…