୬ ବର୍ଷ ହେଲା ଅନ୍ଧାର କୁଡ଼ିଆରେ ପରିବାର
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ପେତ୍ୟେକ ଗରିବ ପରିବାରକୁ ଘର , ମାଗଣା ବିଜୁଳି ସଂଯୋଗ , ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସ। ପାଇଁ ଯୋଜନା କରିଛନ୍ତି ।
ହେଲେ ଆଜି ବି ଏମିତି ପରିବାର ଅଛି ଯେଉଁ ଘରକୁ ବିଜୁଳି ନାହିଁ , ଘର!-->!-->!-->…