ପାଖେଇ ଆସୁଛି ନିର୍ବାଚନ, ଉପର ମୁହାଁ ନିର୍ବାଚନ ଜନିତ ହିଂସା
ପାଖେଇ ଆସୁଛି ପୋୖର ନିର୍ବାଚନ, ଗ୍ରାମାଞ୍ଚଳରେ ଚାଲିଛି ଜୋର ପ୍ରଚାର । କିଏ ହାତ ଯୋଡୁଛି ତ କିଏ ଭୋଟରଙ୍କ ସହ ପଖାଳ ଖାଉଛି ତ କିଏ ମୁଣ୍ଡ ରେ ହାତ ଛୁଆଇଁ ରାଣ ନିୟମ ପକାଉଛି ବିଭିନ୍ନ ଅଞ୍ଚଳ ରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଉପର ମୁହାଁ ନିର୍ବାଚନ ଜନିତ!-->…