ଯୌତୁକ ଟଙ୍କା ନମିଳିବାରୁ ଆଠ ମାସର ଶିଶୁ କୁ ଧରି ଫେରାର ଥିବା ସ୍ୱାମୀ ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ପୋଲିସ
ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର ହେବା ପରେ ଥାନାର ଦ୍ଵାରସ୍ଥ ହେଇ ଥିଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରି ନିହାଲପ୍ରସାଦ ପୋଲିସ ସହାୟତା ରେ କାଶୀପୁର ରୁ!-->…