ଟୋକନ ବ୍ୟବସ୍ଥା କରିବାକୁ ଦାବୀ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତାଳବରକୋଟ ଗ୍ରାମରେ ଥିବା ଚାଷୀ ମାନଙ୍କର ଟୋକନ ଅବଧି ଶେଷ ହୋଇଯାଉଥିବା ବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ସେବାସମବାୟ ସମିତିରେ ଧାନ ଦେବା ପାଇଁ ଚାଷୀ ମାନଙ୍କୁ ଟୋକନମିଳିଥାଏ । ତାଳବରକୋଟ ଚାଷୀ!-->!-->!-->…