ଚତୁର୍ଥ ଦିନରେ ୧ ହଜାର ୬୧୧ଙ୍କ ନାମାଙ୍କନ ପତ୍ର ଦାଖଲ
ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ସର୍ବାଧିକ ୧ ହଜାର ୬୧୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ଜଣେ ଜିଲ୍ଲାପରିଷଦ,୨୪ଜଣ ସମିତି ସଭ୍ୟ,୩୬ଜଣ ସରପ ଏବଂ ୧୬୦ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୨୨୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
!-->!-->!-->…