ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ପୁନଃଆରମ୍ଭ
ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ର ଖଡ଼ଗପ୍ରସାଦରେ ଥିବା ନବ ଭାରତ ଭେଞ୍ଚର୍ସର ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ କରାଯାଇଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଆଜିଠାରୁ ପୁନଃଆରମ୍ଭ କରାଯାଇଛି ।
ଢେଙ୍କାନାଳ!-->!-->!-->…