କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ
ଗତକାଲି ସନ୍ଧ୍ୟା ସମୟରେ କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ବଣିଆ ଗ୍ରାମର ପାତ୍ର କାଲୁଣ୍ଡିଆ ର ପୁଅ ଗୋପୀ କାଲୁଣ୍ଡିଆ (୩୮) ନିଜର ଘର ପାଖରେ ଥିବା ଏକ ଖୋଲା କୂଅରେ ଏକ ଛେଳି!-->!-->!-->…