ଆଭାସୀ ଜରିଆରେ ଜଳବାୟୁ ପରିବର୍ତନ ବୈଠକ
ଭୁବନ ସେଚାଂଚଳକୃଷକ ତାଲିମ କେନ୍ଦ୍ର ପରିସରରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ଜଳବାୟୁ ପରିବର୍ତନକୁ ଆଖି ଆଗରେ ରଖି କେନାଲର ତଳମୁଣ୍ଡ ଚାଷୀକୁ କିଭଳି ପାଣି ପ୍ରଦାନ କରାଯିବ । ତା ସହ କିଭଳି ରୁତୁ ଭିତିକ ଫସଲ ଉତ୍ପାଦନ କରାଯିବ ସେ ନେଇ ଚାଷୀଙ୍କ ଠାରୁ ମତ ବିନିମୟ ହୋଇଥିଲା । ଏହି!-->…