ଗ୍ରାମ୍ୟ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସମ୍ପତି !
ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ରାସୋଳ ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଆପରାହ୍ନରେ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ହୋଇଛି ।
ଏପରିକି ଲୁଟେରାମାନେ ମାରଣାସ୍ତ୍ର!-->!-->!-->…