ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ର ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ସବ -ଡିଭିଜନ ମେଡିକାଲରେ ଆଜି ୪୫ ରୁ ୬୦ବର୍ଷ ବୟସ ଭିତରେ ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଟୀକା କରଣ ଆରମ୍ଭ ହୋଇଛି l
ସୂଚନା ଅନୁସାରେ କାମାକ୍ଷାନଗର ମୁଖ୍ୟ ଚିକିତ୍ସାଲୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର!-->!-->!-->…