ଜଙ୍ଗଲ ଜମିକୁ ନେଇ ତହସିଲଦାର ଙ୍କ ଦ୍ଵାରସ୍ଥ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଆଳୋ ଗ୍ରାମର ୨୦ ହରିଜନ ପରିବାର ଙ୍କ ୪୦ ବର୍ଷ ଧରି ଜଙ୍ଗଲ କିସମ ଜମିକୁ ଜବରଦଖଲ କରିଆସୁଥିଲେ । କୁଆଳୋ ମୌଜାର ୧୪୯ ନମ୍ବର ଜାତୀୟ ରାଜପଥ କୁ ଲାଗିଥିବା ଜବରଦଖଲ ଜମି ଗୁଡ଼ିକୁ ଭୂମିହୀନ ଆବେଦନ କରିଆସୁଥିଲେ କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ!-->…