ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ;ଜିଲ୍ଲାର ୯୬ କେନ୍ଦ୍ରରେ ୧୭ ହଜାର ୬୪୭ ପରୀକ୍ଷାର୍ଥି
ଢେଙ୍କାନାଳ ଜିଲ୍ଳାରେ କରୋନା ପଜେଟିଭ ଦିନକୁ ଦିନ ବୃଦ୍ଧି ପାଉଛି ।ରାଜ୍ୟରେ କରୋନାର ତୃତୀୟ ଲହର ପାଇଁ ସରକାର ଗୁରୁବାର ଠାରୁ ସ୍କୁଲ ବନ୍ଦ କରିଛନ୍ତି । କିନ୍ତୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡିଛି ।
ଓମିକ୍ରନ ଆଶଙ୍କା ଭିତରେ ବୁଧବାରଠାରୁ ମାଟ୍ରିକ ସମେଟିଭ୍!-->!-->!-->…