News
lipub
samparksetu

କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର "ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ" ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ "ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ" ରେ…

ଧାନମଣ୍ଡି ନ ଖୋଲିବା ନେଇ ଚିନ୍ତାରେ ଭୁବନ କୃଷକ ସମାଜ

ଭୁବନ ଏନ ଏ ସି ଓ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଆଶଙ୍କାରେ ଥିବାର ଜଣାଯାଇଛି । କେବେ ଖୋଲିବ ମଣ୍ଡି ସେ ନେଇ ଭୁବନ କୃଷକ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ଚାଷୀର ବର୍ଷକର କଷ୍ଟ ଅର୍ଜିତ ଧାନ ଫସଲ ବର୍ଷା ଯୋଗୁ କ୍ଷତି ହୋଇଛି । ଯାହା ବଞ୍ଚି ଯାଇଛି ତାହା କିପରି…

ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ନିମନ୍ତେ କାର୍ଯ୍ୟକ୍ରମ

ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ ସ୍ୱଚ୍ଛ।ସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜିଲ୍ଲା…

ଅହମ୍ମଦିଆ ଯୁବ ସଙ୍ଗଠନର ନବ ବର୍ଷରେ ସଫେଇ ଅଭିଯାନ

ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ ବଢାଇଛନ୍ତି…

ଧାନମଣ୍ଡି ଖୋଲିବା ନେଇ ଆଶଙ୍କାରେ ଚାଷୀକୂଳ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର…

ମହୁମାଛି ଆକ୍ରମଣରେ ତହସିଲ କର୍ମଚାରୀ ମୃତ

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୧ ର ଲତାବିଲ ସାହି ର ପ୍ରଦୀପ ଦାସ ଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୁବନ ତହସିଲରୁ ଅବସର ନେଇଥିବା କର୍ମଚାରୀ ପ୍ରଦିପ ଦାଶ ବଜାର କାମ ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣ…

ଭୁବନରେ ପ୍ରଥମ ମହିଳା ତହସିଲଦାର ଙ୍କ ଯୋଗଦାନ

୧.୪.୧୯୮୨ ମସିହାରେ ଆରମ୍ଭ ହୋଇଥିଲା ଭୁବନ ତହସିଲ କାର୍ଯ୍ୟାଳୟ । ତେବେ ସୂଚନା ଅନୁଯାୟୀ କାର୍ଯ୍ୟାଳୟ ଆରମ୍ଭ ଦିନରୁ ଏଠାରେ କୌଣସି ମହିଳା ତହସିଲଦାର କାର୍ଯ୍ୟରେ ଯୋଗ ଦେଇନଥିଲେ । ତେବେ ଭୁବନ ର ପ୍ରଥମ ମହିଳା ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଡ. ରୋଜାଲିନ ବେହେରା । …

ମହାବାହୁ ସେବା ସମ୍ମାନ ରେ ସମ୍ମାନିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

କେତେବେଳେ ସାଜନ୍ତି ଅନ୍ଧାରୀ ମୂଲକର ଆଲୋକ କେତେବଳେ କରିଥାନ୍ତି ନିଜକୁ ସମାଜ ସେବାରେ ବ୍ରତୀ ,ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ତଥା ଯୁବ ସାମ୍ବାଦିକା ଆଙ୍କିତା ସାହୁ । ନିଜ କଲମର ବଳରେ ସାମ୍ବାଦିକ କ୍ଷେତ୍ର କୁ ସଦଉପଯୋଗ ବ୍ୟବହାର କରି…

ନିଆରା ଢଙ୍ଗରେ କୁନିଝିଅ ମିକି ର ଜନ୍ମ ଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି ।…

ସୃଷ୍ଟି

" ତୁ ସୃଷ୍ଟି କଲୁ ଜଳ କଲୁ ତୁ ସୃଷ୍ଟି ସ୍ଥଳ ଓ ଆକାଶ… ଏହା ତୋହର ମହିମା। ମୁଁ ମାନବ… ଖଣ୍ଡ ବି ଖଣ୍ଡ କଲି ତୋ ସୃଷ୍ଟି କୁ, କରି ସୃଷ୍ଟି ମୁଁ ସୀମା। ତୁ ସୃଷ୍ଟି କଲୁ ମୋତେ… କଲୁ ତୁ ସୃଷ୍ଟି ମନୁଷ୍ୟ…
error: Content is protected !!