ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ
ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ନଡିଆଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଗେଡା ଗ୍ରାମରେ ଥିବା କୃଷକ ମାନଙ୍କୁ ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ।
ଗ୍ରାମରେ ଥିବା ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଧାନ ଚାଷ!-->!-->!-->…