ଅଗ୍ନିକାଣ୍ଡ ରେ ୭ଟି ପରିବାର ଘର ଓ ସମ୍ପତ୍ତି ନଷ୍ଟ
କାମାକ୍ଷାନଗର ଉପଖଣ୍ଡ ଅଁଳାବେରଣୀ ପଞ୍ଚାୟତ ଅନ୍ତର୍ଗତ ଅଁଳାବେରଣୀ ହରିଜନ ସାହିର ସାତ ଟି ପରିବାର ର ପ୍ରାୟ ବାର ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଆଜି ଦୁଇ ପ୍ରହର ପ୍ରାୟ ଦୁଇ ଘଟିକା ସମୟ ରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀ ଙ୍କ କହିବା ଅନୁଯାଇ!-->!-->!-->…