ହାତୀ ପାଇଁ ୧୦ ଦିନ ହେବ ଚାଲିଛି ବିଦ୍ୟୁତ କାଟ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଅଞ୍ଚଳରେ ହାତୀମାନଙ୍କ ଚଳପ୍ରଚଳ ଯୋଗୁ ଦୀର୍ଘ ୧୦ ଦିନ ହେବ ରାତିରେ ବିଦ୍ୟୁତ୍ କାଟ ହେଉଛି ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହିତ ଏହାର ପ୍ରତିକାର ପାଇଁ ଦାବୀ କରିଛନ୍ତି ।ଏହି ଅଞ୍ଚଳରେ ଥିବା ମେରାମୁଣ୍ଡଳୀ ସେକସନରୁ!-->…