ଭିଜିଲାନ୍ସ ଜାଲରେ ଅସରଡା ପିଇଓ ; ୮ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଭିଜିଲାନସ ଜାଲରେ ଛନ୍ଦି ହୋଇପଡିଥିବାର ଜଣାପଡିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମନରେଗା କାର୍ଯ୍ୟର ବିଲ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ଘଟଣାରେ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ!-->…