ଅନ୍ଧାର ରାତିରେ କୂଅରେ ପଡି ଯୁବକଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଥିବା ଏକ କୂଅରେ ପଡି ଜଣେ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ ।
ସୂଚନା ଅନୁଯାୟୀ , ବିରଞ୍ଚି ଗତକାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ!-->!-->!-->…