ଦିବ୍ୟାଙ୍ଗ ହେଲେ ଦମ୍ପତି
ବିବାହ ସ୍ୱର୍ଗରେ ହୋଇଥାଏ । ଜଣେ ମୁକ ବଧିର ଝିଅଟି ଆଉ ଜଣେ ଦିବ୍ୟାଙ୍ଗ ପୁଅ ର ହାତ ଧରିଛନ୍ତି । ଏଭଳି ଏକ ଘଟଣା ଭୁବନ ବ୍ଲକର ସୁରପ୍ରତାପପୁର ଗ୍ରାମରେ ।
ଦୁଇ ଦିବ୍ୟାଙ୍ଗଙ୍କ ବିବାହକୁ ଅଧିକ ମନୋରମ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଁଚି ଦମ୍ପତିଙ୍କୁ ଆଶୀର୍ବାଦ!-->!-->!-->…